38.1 C
Bhubaneswar
Friday, April 26, 2024
Homeଓଡିଶାଚନ୍ଦ୍ରଙ୍କ ଚାରିପଟରେ ଏକ ବଳୟ

ଚନ୍ଦ୍ରଙ୍କ ଚାରିପଟରେ ଏକ ବଳୟ

ଯାଜପୁର : ବୁଧବାର ରାତିରେ ଆକାଶରେ ଏକ ଅପୂର୍ଵ ଦୃଶ୍ୟମାନ ଦେଖିବାକୁ ମିଳିଥିଲା । ଚନ୍ଦ୍ରଙ୍କ ଚାରିପଟେ ଏକ ପରଦା ବା ବଳୟ ଦେଖିବାକୁ ମିଳିଥିଲା । ଏହାକୁ ଚନ୍ଦ୍ର ମଣ୍ଡଳ କୁହା ଯାଉଥିଲାବେଳ ଏହି ଦୃଶ୍ୟକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଭବିଷ୍ୟତ ବାଣୀଙ୍କ ସତ୍ୟ ହେବାଯାଉଛି । 600ବର୍ଷ ତଳେ ଯାହା ଭବିଷ୍ୟବାଣୀରେ କହିଥିଲେ ଏବେ ଘଟିବାରେ ଦେଖାଦେଉଛି । ବଳଦ ଭଳି ଲୋକମାନେ ତୁଣ୍ଡି ପିନ୍ଧିବେ ବର୍ତ୍ତମାନ ସମଗ୍ର ବିଶ୍ଵ ଲୋକମାନେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ମାକ୍ସ ବା ତୁଣ୍ଡି ପିନ୍ଧୁଛନ୍ତି । 20ମସିଆ ବିଶ୍ୱ ପାଇଁ ଏକ ଖରାପ ସମୟ ବହୁ ନେତା ବୃଦ୍ଧିଯିବି ଓ ସାଧାରଣ ଲୋକଙ୍କ ଅନ୍ୟ ମସିଆ ଅପେକ୍ଷା ମୃତ୍ୟୁ ବରଣ କରୁଛନ୍ତି । ମହାପୁରୁଷ ଲେଖିଥିଲେ ଅଚିହ୍ନା ରୋଗ ଦେଖାଦେବ ସେ ରୋଗ ପାଇଁ ଔଷଧ ନଥିବ ଓ ଡାକ୍ତରମାନେ ରୋଗ ଚିହ୍ନି ପାରିବେ ନାହଁ । କରୋନା ମହାମାରୀ ଜ୍ୱଳନ୍ତ ଦୃଷ୍ଟାନ୍ତ ନୂଆ ରୋଗମାନ ଦେଖାଦେବ । ଋତୁ ପରିବର୍ତନ ହେବ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବିଶେଷ ଗଛରୁ ପତ୍ର ଜରି ନଥିଲା ଦେବ କାର୍ଯ୍ୟ ମଧ୍ୟ ଏକ ପ୍ରକାର ବନ୍ଦ କହିଲେ ଚଳିବ । ସମସ୍ତ ମନରେ ଭୟ ଆତଙ୍କ, ଦେଶ ତଥା ବିଶ୍ୱର ଅର୍ଥନୀତିକୁ ଦୃର୍ବଳ କରିଦେଇଛି ସବୁଆଡେ ଭୟର ଆତଙ୍କ । ଦେଶ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି । କିଛି ଦିନ ତଳେ ଅପରାହ୍ନରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣା ଯାଇଥିଲା ସେ କଥା ମନରୁ ନଯାଉଣୁ ଚନ୍ଦ୍ରରେ ଏପରି ଦୃଶ୍ୟ ଦେଖି ମନରେ ନାନା ପ୍ରଶ୍ନ ଉଙ୍କି ମାରୁଛି । କ’ଣ କଳିଯୁଗ ଶେଷ ପର୍ଯ୍ୟାୟ ରେ ? ଅଚ୍ୟୁତାନନ୍ଦ ବାଣୀ ସତ୍ୟ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking