37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଚନ୍ଦ୍ର ପରେ ସୂର୍ଯ୍ୟରେ ଅନୁସନ୍ଧାନ କରିବ ଇସ୍ରୋ

ଚନ୍ଦ୍ର ପରେ ସୂର୍ଯ୍ୟରେ ଅନୁସନ୍ଧାନ କରିବ ଇସ୍ରୋ

ନ୍ଦ୍ରଯାନ -୩ର ସଫଳ ଉତକ୍ଷେପଣ ପରେ ଭାରତୀୟ ମହାକାଶ ଗଵେଷଣା କେନ୍ଦ୍ର ( ଇସ୍ରୋ ) ସୂର୍ଯ୍ୟରେ ଅନ୍ଵେଷଣ କରିଵା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ – ଏଲ୧ ମିଶନ ଜରିଆରେ ଇସ୍ରୋ, ସୂର୍ଯ୍ୟ ଓ ପୃଥୀଵି ମଧ୍ୟରେ ଧିଵା ଵାୟୁମଣ୍ଡଳାୟ ପରିଵର୍ତ୍ତକୁ  ଅନୁଧ୍ୟାନ କରିଵ । ପିଏସଏଲଭି – ସି୫୭ ରକେଟ ମାଧ୍ୟମରେ ଆଦିତ୍ୟ – ଏଲ୧ ଉପଗ୍ରହକୁ ସୂର୍ଯ୍ୟର ଏଲ୧ କକ୍ଷ ପଥରେ ଉତକ୍ଷେପଣ କରିଵ । ଯାହା ପୃଥିଵୀ ଠାରୁ ୧.୫ ମିଲିୟନ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଓ ପୃଥିଵୀ ମଧ୍ୟରେ ଘଟୁ ଥିଵା ଵାୟୁମଣ୍ଡଳୀୟ ପରିଵର୍ତ୍ତନକୁ ଅନୁଧ୍ୟାନ କରିଵ ।

ଆଦିତ୍ୟ- ଏଲ୧ ଉପଗ୍ରହଟି  ୟୁଆର ରାଓ ସାଟାଲାଇଟ ସେଣ୍ଟରରୁ ସମ୍ପୁର୍ଣ୍ଣ ଭାଵେ ଵିକଶିତ ହୋଇଥିଵା ଵେଳେ ଉତକ୍ଷେପଣ ପାଇଁ ଆଜି ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରେ ପହଞ୍ଚିଛି । ଅଗଷ୍ଟ ଶେଷ ସୁଦ୍ଧା  ଏହି ମିଶନର ଉତକ୍ଷେପଣ ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଵ ।
ଏହି ମିଶନ ଜରିଆରେ ସୂର୍ଯ୍ୟଙ୍କ ଅତ୍ୟଧିକ ଉତ୍ତାପର କାରଣ ଜାଣିହେଵା ସହ ପୃଥିଵୀର ଵାୟୁମଣ୍ଡଳ  ଉପରେ ଏହାର ପ୍ରଭାଵକୁ ଆକଳନ କରିହେଵ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking