33.3 C
Bhubaneswar
Saturday, June 20, 2026
Homeଦେଶ ବିଦେଶସିରିଆର ରାଷ୍ଟ୍ରପତି ଭବନ ନିକଟରେ ଇସ୍ରାଏଲର ଆକ୍ରମଣ

ସିରିଆର ରାଷ୍ଟ୍ରପତି ଭବନ ନିକଟରେ ଇସ୍ରାଏଲର ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶୁକ୍ରବାର ସକାଳେ କହିଛନ୍ତି ଯେ ଇସ୍ରାଏଲ ସିରିଆର ରାଜଧାନୀ ଡାମାସ୍କସ୍‌ରେ ରାଷ୍ଟ୍ରପତି ଭବନ କୁ ଟାର୍ଗେଟ କରି ଆକ୍ରମଣ କରିଛି। ଆକ୍ରମଣରେ ଡ୍ରୁଜ୍ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ସେ କହିଛନ୍ତି । ସଂଖ୍ୟାଲଘୁ ଗୋଷ୍ଠୀକୁ ରକ୍ଷା କରିବାର ପ୍ରତିଶ୍ରୁତି ପାଳନ କରି ଇସ୍ରାଏଲ ଏତେ ଦିନ ମଧ୍ୟରେ ସିରିଆ ଉପରେ ଦ୍ୱିତୀୟ ଥର ଆକ୍ରମଣ କରିଛି। ଇସ୍ରାଏଲ ଗତକାଲି ରାତିରେ ଦମାସ୍କସ୍‌ର ରାଷ୍ଟ୍ରପତି ଭବନ ନିକଟରେ ଆକ୍ରମଣ କରିଥିଲା, ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜଙ୍କ ସହ ଏକ ମିଳିତ ବିବୃତ୍ତିରେ ନେତାନ୍ୟାହୁ କହିଛନ୍ତି ଏହା ସିରିଆ ଶାସନ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା , ଆମେ (ସିରିଆ) ସେନାକୁ ଡାମାସ୍କସର ଦକ୍ଷିଣରେ ମୁତୟନ କରିବାକୁ କିମ୍ବା ଡ୍ରୁଜ୍ ସମ୍ପ୍ରଦାୟ ପାଇଁ କୌଣସି ବିପଦକୁ ଅନୁମତି ଦେବୁ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking