27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଇଣ୍ଟରନେଟ ହେଉଛି ଭାରତୀୟଙ୍କ ମୃତ୍ୟୁର କାରଣ; ଭୟ ଏବଂ ଅବସାଦ ବି ବଢୁଛି...

ଇଣ୍ଟରନେଟ ହେଉଛି ଭାରତୀୟଙ୍କ ମୃତ୍ୟୁର କାରଣ; ଭୟ ଏବଂ ଅବସାଦ ବି ବଢୁଛି…

ବିଶ୍ୱରେ ଇଣ୍ଟରନେଟର ୫୩୦ କୋଟି ୟୁଜର୍ସ ଅଛନ୍ତି । ସର୍ବାଧିକ ସୋସିଆଲ ମିଡିଆ ୟୁଜର୍ସଙ୍କ ଦେଶ ହେଉଛି ଚୀନ୍ । କିନ୍ତୁ ଚୀନବାସୀଙ୍କଠାରୁ ବି ଅଧିକ ସମୟ ଇଣ୍ଟରନେଟରେ କଟାଉଛନ୍ତି ଭାରତୀୟ । ଏଦିଗରେ ଆମେରିକାକୁ ବି ଭାରତ ପଛରେ ପକାଇଛି । ରିସର୍ଚ୍ଚ ଫର୍ମ ‘ରେଡସିୟର’ ରିପୋର୍ଟ ଅନୁସାରେ, ଭାରତୀୟ ୟୁଜର୍ସ ଦୈନିକ ୭ ଘଣ୍ଟାରୁ ଅଧିକ ସମୟ ଇଣ୍ଟରନେଟରେ ବିତାଉଛନ୍ତି ।

ରିପୋର୍ଟ ଅନୁସାରେ, ଆମେରିକା ୟୁଜରମାନେ ଇଣ୍ଟରନେଟରେ ପାଖାପାଖି ୭.୧ ଘଣ୍ଟା ବିତାଉଥିବାବେଳେ ଚୀନରେ ୟୁଜର୍ସ ଦିନକୁ ୫.୩ ଘଣ୍ଟା ସମୟ ବିତାଉଛନ୍ତି । ହେଲେ ଏହଠାରୁ ବି ଅଧିକ ସମୟ ଅର୍ଥାତ୍ ୭.୩ ଘଣ୍ଟା ଇଣ୍ଟରନେଟରେ ନଷ୍ଟ କରନ୍ତି ଭାରତୀୟ ୟୁଜର୍ସ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଇଣ୍ଟରନେଟ୍ ବ୍ୟବହାର ଯୋଗୁଁ ଅଧିକ ମାନସିକ ଅବସାଦର ଶିକାର ହେଉଛନ୍ତି ଭାରତୀୟ । ଏହାସହ ଅନେକ ନିଶା ସେବନର ଶିକାର ବି ହେଉଛନ୍ତି । ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ପ୍ରଭାବିତ ହେଉଛନ୍ତି । ଇଣ୍ଟରନେଟ୍ ଯୋଗୁଁ ଭାରତୀୟ ୟୁବତୀମାନେ ଟ୍ରୋଲିଂ, ସାଇବର ଠକେଇ ସହ ଯୌନ ଶୋଷଣର ଶିକାର ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking