34.1 C
Bhubaneswar
Friday, March 29, 2024
Homeଓଡିଶାଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ଗୁଣୁପୁର : ଆଜି ହେଉଛି ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ । 18 ବର୍ଷରୁ କମ ବାଳିକା ମାନଙ୍କୁ ସେମାନଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ପାଳନ କରାଯାଇଛି । ସମାଜରେ ଦିନକୁ ଦିନ ବାଳିକା ମାନଙ୍କ ଉପରେ ଅତ୍ୟାଚାର, ପାସବିକ କାର୍ଯ୍ୟ ସହ ବାଲ୍ୟ ବିବାହ, ଶିଶୁ ଶ୍ରମିକ,କନ୍ୟା ଭ୍ରୁଣ ହତ୍ୟା ଭଳି ଘୃଣ୍ୟ ଅପରାଧ ବଢି ବଢି ଚାଲିଛି । ଏସମସ୍ତ ଦିଗ ପ୍ରତି ସଚେତନ ହେବା ପାଇଁ ଆଜି ଗୁଣୁପୁର ଆଇସି ଡ଼ିଏସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହିଭଳି ସେବାସମାଜରେ ମଧ୍ୟ ବାଳିକା ମାନଙ୍କୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା । ଏଠାରେ ବାଳିକା ମାନଙ୍କୁ ବନ୍ଦନା କରାଯିବା ସହ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking