40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ଶୁକ୍ରବାର ସକାଳ ପ୍ରାୟ ୧୧ ଟା ସମୟରେ ଇଣ୍ଡୋନେସିଆର ଜାଭା ଦ୍ୱୀପ ଉପକୂଳରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ହେବ କ୍ଷଣି ଲୋକମାନେ ଭୟଭୀତ ହୋଇ ବାହାରକୁ ପଳେଇଆସିଥିଲେ । ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି ର ରିପୋର୍ଟ ଅନୁଯାୟୀ ଏହି ଭୁକମ୍ପର ତୀଵ୍ରତା ୬.୧ ମାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ଫଳରେ ବିଶେଷ କାହାର କୌଣସି କ୍ଷୟ କ୍ଷତି ହେବାର ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking