ଭୁବନେଶ୍ୱର: ଆସନ୍ତା ୨୫ରୁ ଭୁବନେଶ୍ୱରରୁ ପୁଣେ ଉଡିବ ଇଣ୍ଡିଗୋ ବିମାନ।ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ । ଆହୁରି କହିଲେ ଇଣ୍ଡିଗୋ ବିମାନ ସପ୍ତାହରେ ପ୍ରତିଦିନ ଚାଲିବ। ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବା ଚାଲୁଛି ।