29.1 C
Bhubaneswar
Saturday, April 27, 2024
Homeଅପରାଧହନିଟ୍ରାପ ମାମଲା : ୧୧ ଜଣ ନୌସେନା କର୍ମଚାରୀ ଗିରଫ

ହନିଟ୍ରାପ ମାମଲା : ୧୧ ଜଣ ନୌସେନା କର୍ମଚାରୀ ଗିରଫ

ଭୁବନେଶ୍ୱର : ଗୁପ୍ତଚର ବୃତ୍ତି ଅଭିଯୋଗରେ ୧୧ଜଣ ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି । ୨ଜଣ ସାଧାରଣ ଲୋକଙ୍କ ସହ ମୋଟ ୧୩ ଜଣ ଗିରଫ ହୋଇଛନ୍ତି । ସୋସିଆଲ ମିଡିଆରେ ବହୁଚର୍ଚ୍ଚିତ ହନିଟ୍ରାପର ଶିକାର ହୋଇଥିଲେ କର୍ମଚାରୀ ମାନେ । ନୌସେନା କର୍ମଚାରୀ ମାନେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ ପୂର୍ବରୁ ଅନେକ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ ମଧ୍ୟ ଅନେକ ବଡବଡ ଲୋକଙ୍କ ହାତ ଥିବା ଜଣାପଡିଛି ।
https://onakhabar.com/2020/02/16/english-medium-teacher-missbehave-1class-student/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking