28.1 C
Bhubaneswar
Wednesday, April 24, 2024
Homeଓଡିଶାକାର୍ – ବାଇକ୍ ଧକ୍କା, ଜଣେ ମୃତ

କାର୍ – ବାଇକ୍ ଧକ୍କା, ଜଣେ ମୃତ

ବୌଦ୍ଧ: ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ବୌଦ୍ଧରେ ହୋଇଥିବା ଜଣାପଡିଛି । କାର – ବାଇକ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଥିବା ଜଣାପଡିଛି । ମନମୁଣ୍ଡା – କଣ୍ଟାମାଳ ରାସ୍ତାର ଖଟଖଟିଆ ନିକଟରେ ଏହି ସଡକ ଦୁର୍ଘଟଣା ହୋଇଛି । ମୃତକଙ୍କ ପରିଚୟ ଜଣାପଡି ନାହିଁ । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2020/02/16/papdahandi-bus-accident/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking