29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପୁଣି ବଢିଲା ପେଟ୍ରୋଲ ଦର

ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ : ଗାଡ଼ିଚାଳକ ମାନଙ୍କ ପାଇଁଁ ଚିନ୍ତାର କାରଣ ସାଜିଛି ପେଟ୍ରୋଲ ଦର ବୃଦ୍ଧି । ଆଜି ରବିବାର ପୁଣି ପେଟ୍ରୋଲ ଦର ଲିଟର ପିଛି ୨୮ ପଇସା ଓ ଡ଼ିଜେଲ ଲିଟର ପ୍ରତି ୩୦ ପଇସା ବୃଦ୍ଧି ହୋଇଛି । ଏହି ମୁଲ୍ୟ ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ୯୦ ଟଙ୍କା ଓ ଡ଼ିଜେଲ ଦର ପ୍ରତି ଲିଟର ୮୦ ଟଙ୍କା ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଥିବା ବେଳେ ଦେଶର ଅନ୍ୟ ସ୍ଥାନ ମାନଙ୍କରେ ଏହା ୮୫କୁ ଛୁଇଁଛି । ତେବେ ଅନ୍ତରାଷ୍ଟିୀୟ ସ୍ତରରେ ତୈଳକ ମୁଲ୍ୟ ୫୦ ଡ଼ଲାରରେ ବିକ୍ରି ହେଉଥିବାରୁ ଦେଶରେ ତୈଳ ଦର ବୃଦ୍ଧି ହେଉଛି ବୋଲି କୁହାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking