28.1 C
Bhubaneswar
Friday, April 26, 2024
Homeଓଡିଶାଲେଉଟିଲା ତାତି

ଲେଉଟିଲା ତାତି

ଭୁବନେଶ୍ୱର: ରାଜ୍ୟକୁ ପୁଣି ଲେଉଟିଲା ତାତି । ୧୨ ସହରର ତପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ସେହିଭଳି ରାଜ୍ୟର ୨ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ସୋନପୁର ସର୍ବାଧିକ ୪୨.୦୧, ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ରହିଛି । ଅନୁଗୁଳ ୪୧.୯, ସମ୍ବଲପୁର, ସୁନ୍ଦରଗଡ ଓ ଟିଟିଲାଗଡ ତାପମାତ୍ରା ୪୧ ଡିଗ୍ରୀ ରହିଛି । ଭବାନୀପାଟଣା ୪୦.୬, ମାଲକାନଗିରି ୪୦.୫, ଝାରସୁଗୁଡା ୪୦.୪, ବାରିପଦା, ଫୁଲବାଣୀ ଓ ରାୟଗଡାର ତାପମାତ୍ରା ୪୦ ଡିଗ୍ରୀ ରହିଛି । ସେହିଭଳି ଭୁବନେଶ୍ୱରର ତାପମାତ୍ରା ୩୯.୭, କଟକ ୩୭.୪ ଡିଗ୍ରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking