31 C
Bhubaneswar
Saturday, June 6, 2026
Homeଓଡିଶାଭୁବନେଶ୍ବରରେ ପ୍ରବଳ ବର୍ଷା 

ଭୁବନେଶ୍ବରରେ ପ୍ରବଳ ବର୍ଷା 

ଭୁବନେଶ୍ବର: ହଠାତ୍‌ ଘୋଟିଆସିଲା କଳାହାଣ୍ଡିଆ  ମେଘ । ଦିନ ହୋଇଗଲା ରାତି । ଭୁବନେଶ୍ବରରେ ପ୍ରବଳ ବର୍ଷା ।  ଯାହା ଦ୍ବାରା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଆକାଶରେ କଳା ବାଦଲ ସାଙ୍ଗକୁ ପ୍ରବଳ ବର୍ଷା, ଘଡଘଡି, ବଜୁଳି ସାଙ୍ଗକୁ ପବନ ଅନ୍ଧାର କରିଦଲା ରାଜଧାନୀ ଆକାଶକୁ । ତେବେ ସେ ଯାହାହେଉ ଭୁବନେଶ୍ବରରେ ପ୍ରବଳ ଗୁଳୁଗୁଳି ଏବଂ ତାତିରୁ ମିଳିଛି ଆଶ୍ବସ୍ତି ।  କଲବଲ କରୁଥିବା ତାତିରୁ ଶାନ୍ତି ଦେଇଛି କାଳବୈଶାଖୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking