ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ରାମନାଗୁଡା ବ୍ଲକ୍ ଗସ୍ତ

ରାମନାଗୁଡା: ରାମନାଗୁଡା ବ୍ଲକ୍ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର,ଷ୍ଟେଟ ବ୍ୟାଙ୍କ, ପଳୁପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ଅଞ୍ଚଳ କରଡା,ପାଲୁପାଇ,ରୁଗୁଡ଼ବାଇ, କଣ୍ଡସିକିରି, ସୁଣ୍ଢିଧାମୁଣି ପରିଦର୍ଶନ କରି ଚାଷ କାର୍ଯ୍ୟ,ରାସ୍ତା,ପାନୀୟଜଳ ଇତ୍ୟାଦି ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଉପଜିଲ୍ଲାପାଳ ଙ୍କ ସହ ରାମାନାଗୁଡା ବ୍ଲକ୍ ର ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here