33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପରକୀୟା ପ୍ରୀତି ଅଭିଯୋଗରେ ଡେପୁଟି କଲେକ୍ଟର ଗିରଫ

ପରକୀୟା ପ୍ରୀତି ଅଭିଯୋଗରେ ଡେପୁଟି କଲେକ୍ଟର ଗିରଫ

ବୌଦ୍ଧ: ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ ହୋଇଛନ୍ତି । ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡା ଟାଉନ ଥାନା ପୋଲିସ । ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ଡେପୁଟି କଲେକ୍ଟର ଗିରଫ ହୋଇଛନ୍ତି । ବିଟିଏମ ଫାଣ୍ଡିରେ ରଖି ଡେପୁଟି କଲେକ୍ଟରଙ୍କୁ ପଚରାଉଚୁରା ଜାରି ରହିଛି । ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଆଜି ଗିରଫ କରିଛି ଝାରସୁଗୁଡା ପୋଲିସ । ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ଶରଦଙ୍କୁ ପୋଲିସ ଗିରଫ କରିଛି । ତେବେ ପୂର୍ବରୁ ଶରଦଙ୍କ ପତ୍ନୀ ତାଙ୍କ ନାଁରେ ନିର୍ଯ୍ୟାତନା ଓ ପରକୀୟା ପ୍ରୀତିର ଅଭିଯୋଗ କରିଥିଲେ । ଶରତଙ୍କ ଗିରଫ ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking