25.1 C
Bhubaneswar
Monday, February 17, 2025
Homeଓଡିଶାଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ଦର୍ଶନ ପାଇଁ ଭକ୍ତଙ୍କ ନିମନ୍ତେ ଖୋଲିବକ ଗୁଣ୍ଡିଚା ମନ୍ଦିର । ପରିଚାଳନା କମିଟି କୈଠକରେ ନିଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକଙ୍କ ସୂଚନା ।ସାଧାରଣ ଭକ୍ତ ମାନେ ଯେମିତି ଦର୍ଶନ କରିପାରିବେ , ସେ ନେଇ ବ୍ୟବସା୍ଥ ହେବ ।ଦର୍ଶନ ପାଇଁ ରତ୍ନସିଂହାସନ ପାଖରେ ବ୍ୟାରିକେଡ ଲଗାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ରୋଷଘର ପାଖକୁ ଯେମିତି ଭକ୍ତ ଯାଇ ନ ପାରିବେ , ବ୍ୟାରିକେଡ ଲଗାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking