ସୋର: ବାହାନଗା କସବାଜୟପୁର ଦାସସାହିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଘର । ଆସବାବପତ୍ର ସହ ଧାନଚାଉଳ, ଗହଣା, ଟଙ୍କା ଜଳିଗଲା । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କଲା ଦମକଳବାହିନୀ ।