36.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଫେବୃୟାରୀ ଗାଇଡଲାଇନ ଜାରୀ

ଫେବୃୟାରୀ ଗାଇଡଲାଇନ ଜାରୀ

ନୂଆଦିଲ୍ଲୀ: କରୋନା ପାଇଁ ଫେବୃୟାରୀ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଫେବୃୟାରୀ ୨୮ ଯାଏ ଲାଗୁ ହେବାକୁ ଥିବା ଗାଇଡଲାଇନ ଜାରି ହୋଇଛି । ଜାନୁଆରୀ ଭଳି ଫେବୃୟାରୀ କଟକଣାରେ ବିଶେଷ ଫରକ ନାହିଁ । ଆବଶ୍ୟକ ହେଲେ ସତର୍କତାର ସହ ଅଳ୍ପ ଜାଗାରେ କଣ୍ଟେନମେଣ୍ଟ ହେବ । ପୂର୍ବଭଳି ମାସ୍କ, ସାମାଜିକ ତବରତ୍ୱ, ସାନିଟାଇଜେସନ ଜାରି ରହିବ । ୫୦ ପ୍ରତିଶତ ସିଟ ଅନୁମତି ଥିବା ସିନେମା ହଲ୍ ଦର୍ଶକ ସଂଖ୍ୟା ବଢାଇପାରିବେ । ସିନେମା ହଲ ଦର୍ଶକ ସଂଖ୍ୟା ବୃଦ୍ଧି ନେଇ ସାନି ଏସଓପି ଜାରି କରାଯିବ । ଏବେ ସୁଇମିଂ ପୁଲ ବ୍ୟବହାର ନେଇ କଟକଣା ନାହିଁ । ଏଥିନେଇ ଏସଓପି ଆସିବ ବୋଲି ସୂଚନା ଦିଆଯାଇଛି । ସବୁ ପ୍ରକାର ପ୍ରଦର୍ଶନୀ କଟକଣା ମୁକ୍ତ ହୋଇଥିବା ବେଳେ ଏଥିପାଇଁ ଏସଓପି ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking