37.1 C
Bhubaneswar
Monday, June 1, 2026
Homeଓଡିଶାସରକାରୀ କାମ ପାଇଁ ଇଭି କିଣିବାକୁ ନିର୍ଦ୍ଦେଶାବଳୀ

ସରକାରୀ କାମ ପାଇଁ ଇଭି କିଣିବାକୁ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ବ୍ୟବହାର ପାଇଁ ନିର୍ଦ୍ଦେଶାବଳି ଦିଆଯାଇଛି ।ଇଭି କିଣିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଦିଆଯାଇଛି । ୩୦ ଲକ୍ଷ ଟଙ୍କା ଯାଏଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିଣିପାରିବେ ଇଭି । ହାଇକୋର୍ଟ ମୁଖ୍ୟ ବିଚାରପତି , ମନ୍ତ୍ରୀମାନେ ୩୦ ଲକ୍ଷ ଯାଏଁ କିଣିପାବେ ଇଭି । ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବ ୨୫ ଲକ୍ଷ ଯାଏଁ କିଣିପାରିବେ ଇଭି । ୨୦ ଲକ୍ଷ ଟଙ୍କା ଯାଏଁ ଜିଲ୍ଲା ଜଜ ,ଜିଲ୍ଲାପାଳ ଓ ଏସପି କିଣି ପାରିବେ । ଅର୍ଥ ବିଭାଗର ଅନୁମୋଦନ ପରେ କିଣିପାରିବେ ଇଭି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking