37.1 C
Bhubaneswar
Monday, June 1, 2026
Homeଓଡିଶାସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ

ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ

ଢେଙ୍କାନାଳ: ସ୍ୱାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ । ଢେଙ୍କାନାଳରେ ସଦର ଥାନା ଅନ୍ତର୍ଗତ ବଳରାମପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ବଳରାମରପୁର ଜୁଆଙ୍ଗ ସାହିରେ ସ୍ତ୍ରୀକୁ ଠେଙ୍ଗା ସାହାଯ୍ୟରେ ମାରିଦେଲା ସ୍ୱାମୀ । ମୃତକ ସ୍ତ୍ରୀ ହେଉଛନ୍ତି ୩୫ ବର୍ଷୀୟା ନାକେଇ ପ୍ରଧାନ । ପାରିବାରିକ କଳହକୁ ନେଇ ଘଟିଛି ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ୱାମୀ ଅଖିଳ ପ୍ରଧାନ ସ୍ତ୍ରୀକୁ ହତ୍ୟା କରିବା ପରେ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ସଦରଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking