37.1 C
Bhubaneswar
Sunday, April 28, 2024
Homeଓଡିଶାଆକ୍ସନରେ ଜିଏସ୍‌ଟି, ଏକକାଳୀନ ରାଉରକେଲାର ୭ଟି ସ୍ଥାନରେ ଚଢାଉ

ଆକ୍ସନରେ ଜିଏସ୍‌ଟି, ଏକକାଳୀନ ରାଉରକେଲାର ୭ଟି ସ୍ଥାନରେ ଚଢାଉ

ରାଉରକେଲା: ରାଉରକେଲାରେ ଜିଏସ୍ଟି ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି । ୪ କମ୍ପାନୀ ସହ ତିନୋଟି ବେସରକାରୀ ଘରେ ମଧ୍ୟ ଚଢାଉ ଜାରି ରହିଛି ।
ଖବର ଅନୁଯାୟୀ, ଫେକ୍ ଜିଏସ୍‌ଟି ବିଲ୍ ଦେଇ କୋଟି କୋଟି ଟଙ୍କା ଠକେଇ କରୁଥିଲେ । ଏନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଥିଲା ଜିଏସ୍ଟି ବିଭାଗ । ସୋମବାର ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଜିଏସ୍ଟି ବିଭାଗ । ଏଥିରେ ୪ କମ୍ପାନୀ ସହ ତିନୋଟି ବେସରକାରୀ ଘର ରହିଛି । ଏପିରିକି କିଛି ମାଲିକଙ୍କ ଘର ସହ କିରଣୀ ରନ୍ଧିର କୁମାର ସିଂହଙ୍କ ଘରେ ମଧ୍ୟ ଚଢାଉ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking