22.1 C
Bhubaneswar
Wednesday, January 22, 2025
Homeଓଡିଶାଏହି ଉପାୟ କରି  ମଧୁମେହ ରୋଗରୁ ମୁକ୍ତି ପାଆନ୍ତୁ

ଏହି ଉପାୟ କରି  ମଧୁମେହ ରୋଗରୁ ମୁକ୍ତି ପାଆନ୍ତୁ

ଭୁବନେଶ୍ୱର : ମଧୁମେହ ଏକ ବିପଜ୍ଜନକ ରୋଗ । ଚାଇନା ପରେ  ମଧୁମେହ ରୋଗୀଙ୍କ  ସଂଖ୍ୟା ଭାରତରେ ଦ୍ୱିତୀୟ ରହିଛି ।  ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଛି । ଏହି ରୋଗର କୌଣସି ଉପଶମ  ନଥିବାରୁ  ଖାଦ୍ୟ ପ୍ରଣାଳୀର ନିୟନ୍ତ୍ରଣରେ ରହିବା ଆବଶ୍ୟକ । ଯଦ୍ୱାରା ଆପଣ ରୋଗରୁ ରକ୍ଷା ପାଇପାରିବେ । କଞ୍ଚା ପନିପରିବା , ଡାଳିମ୍ବ ଖାଇବା ଦ୍ୱାରା ମଧୁମେହ ରୋଗୀ ସୁସ୍ଥ ହୋଇପାରିବେ  ା ଚର୍ୱି ଯୁକ୍ତ  ଖାଦ୍ୟ ଖାଇବା ଉଚିତ ନୁହେଁ । ବିଶେଷ କରି ଫଳ ରସ ଖାଇବା ଉଚିତ ନୁହେଁ । ପ୍ରତିଦିନ ସକାଳୁ ୨୦ରୁ ୩୦ ମିନିଟ ପଯ୍ୟନ୍ତ ଚାଲିବା ଆବଶ୍ୟକ । ଚାଲୁଥିବା ସମୟରେ କିଛି ଖାଇବା ଉଚିତ ନୁହେଁ । ଏହାପରେ କୌଣସି ବି ପ୍ରୋଟିନ ଖାଦ୍ୟ ଖାଇପାରିବେ । ଖାଲି ପେଟରେ ବ୍ୟାୟାମ କରିବା ଦ୍ୱାରା  ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । କଜ୍ମୋହାଇଡ୍ରେଟ ଠାରୁ ଦୂରେଇ ରହିଲେ  ସୁଗର ଲେବଲ କମିଯିବ ତାହା ନୁହେଁ ।  ମାଣ୍ଡିଆ ,ବାଜରା ଭଳି ଶସ୍ୟ ଖାଇପାରିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking