24.1 C
Bhubaneswar
Monday, May 13, 2024
Homeଦେଶ ବିଦେଶ୭ ଡିଗ୍ରୀ ତଳେ ଜି.ଉଦୟଗିରି ତାପମାତ୍ରା

୭ ଡିଗ୍ରୀ ତଳେ ଜି.ଉଦୟଗିରି ତାପମାତ୍ରା

ଜି.ଉଦୟଗିରି : ସାରା ରାଜ୍ୟରେ ଶୀତଳ ସହର ଭାବେ ଜି.ଉଦୟଗିରିର ତାପମାତ୍ରା ୭ ଡିଗ୍ରୀ ସେଲସିୟସ ତଳେ। ସାରା ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ଶୀତ ଅନୁଭୂତ ହେଲାଣି । ସେହିଭଳି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଅଛି ।

ବିଶେଷ କରି ଜି.ଉଦୟଗିରି ସହରର ଆଜିର ତାପମାତ୍ରା ୭ ଡିଗ୍ରୀ ସେଲସିୟସ ତଳେ ରହି ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । RRTTS ର ARD ଜ୍ଞାନଲୋକ ଦାଶ ପାଣିପାଗର ସୂଚନା ଦେଇଛନ୍ତି । ଥଣ୍ଡାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି । ସନ୍ଧ୍ୟା ୭ ଘଣ୍ଟା ପରେ ଜନ ଶୂନ୍ୟ ହେଉଛି ସହର । ବିଭିନ୍ନ ସ୍ଥାନରେ ଧୂନି ଜାଳି ଲୋକେ ନିଆଁ ପାଖରେ ବସି ନିଆଁ ପୋଉଁ ଥିବା ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking