28.1 C
Bhubaneswar
Friday, April 26, 2024
Homeଓଡିଶାଅନ୍ତର୍ଜାତୀୟ ମହିଳା ଦିବସରେ ‘ମୋ ବସ’ରେ ମହିଳାଙ୍କ ପାଇଁ ମାଗଣା ସେବା

ଅନ୍ତର୍ଜାତୀୟ ମହିଳା ଦିବସରେ ‘ମୋ ବସ’ରେ ମହିଳାଙ୍କ ପାଇଁ ମାଗଣା ସେବା

ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଆସନ୍ତାକାଲି ‘ମୋ ବସ୍’ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ । ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ଯାତ୍ରା ଲାଗି ମହିଳାଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଦିପ୍ତୀ ମହାପାତ୍ର । କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ଯେ ଆମେ ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଉଛୁ । ଏବେ ‘ମୋ ବସ୍’ରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ ରହିଛନ୍ତି ।
https://onakhabar.com/2020/03/07/father-killed-his-three-daughter-in-hyderabad/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking