32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସମୁଦ୍ର ଓ ଆକାଶ ମଧ୍ୟରେ ଉଡୁଛି ଜାହାଜ

ସମୁଦ୍ର ଓ ଆକାଶ ମଧ୍ୟରେ ଉଡୁଛି ଜାହାଜ

ନୂଆଦିଲ୍ଲୀ: ସାରା ଦୁନିଆରେ ଲକଡାଉନ ଓ କର୍ଫ୍ୟୁ ସମୟରେ ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାହା ମଧ୍ୟରୁ କିଛି ଏମିତି ଭିଡିଓ ଅଛି, ଯାହା ସମଗ୍ର ବିଶ୍ୱରେ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣ ବିଭିନ୍ନ ପ୍ରକାରର ମଜାଦାର ଏବଂ ଅଦ୍ଭୁତମାନ  ଭିଡିଓ ବି ଆପଣ ଦେକିବାକୁ ପାଉଥିବେ । ଜାହାଜ ସହ ସମ୍ବନ୍ଧିତ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏହା ଜଣାପଡିନାହିଁ ଯେ, ଭିଡିଓ କେଉଁଠୁ ଉତ୍ତୋଳନ କରାଯାଇଛି । ସମୁଦ୍ରରେ ଜାହାଜର ଏହି ଭିଡିଓକୁ ଅନେକ ଲୋକ ଦେଖିଛନ୍ତି । ଆକାଶ ଏବଂ ସମୁଦ୍ର ଗୋଟିଏ ରଙ୍ଗର ଦେଖାଯିବା ପରେ ଏକ ଭ୍ରମ ସୃଷ୍ଟି ହୁଏ । ଆଉ ତାକୁ ଦେଖିବା ପରେ ଏମିତି ଲାଗେ ଯେ, ଯେମିତି ଜାହାଜ ସମୁଦ୍ର ଓ ଆକାଶ ମଧ୍ୟରେ ଉଡୁଛି । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକେ କହିଛନ୍ତି, ଏହା ଜାହାଜ ନୁହେଁ, ବରଂ ଉଡୁଥିବା ଜାହାଜର ଭୂତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking