33.1 C
Bhubaneswar
Friday, May 17, 2024
Homeଓଡିଶାଚିଲିକା ନଳବଣରେ ନିଆଁ

ଚିଲିକା ନଳବଣରେ ନିଆଁ

ଖୋର୍ଦ୍ଧା: କାଳୁପଡା ନିକଟ ଚିଲିକା ନଳବଣରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ନଳବଣ,କେହି ଦୁବୁର୍ତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ନଳବଣରେ ନିଆଁ ଲାଗିବା ଯୋଗୁଁ ବିରଳ ଫିସିଂ କ୍ୟାଟ୍ ପ୍ରତି ବିପଦ । ପବନ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନଳଘାସରେ ରହୁଥିବା ବିରଳ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଜଣାପଡିଛି ।

କଂଗ୍ରେସରେ ବିଜୟ ପଟ୍ଟନାୟକଙ୍କୁ ମିଳିଲା ଗୁରୁଦାୟିତ୍ୱ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking