28.1 C
Bhubaneswar
Thursday, May 2, 2024
Homeଓଡିଶାପିସିସି ରାଜନୈତିକ ବ୍ୟାପାର କମିଟି

ପିସିସି ରାଜନୈତିକ ବ୍ୟାପାର କମିଟି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟିକୁ ଏଆଇସିସିର ଅନୁମୋଦନ ମିଳିଛି । କମିଟିରେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ରହିଛନ୍ତି ୨୭ ଜଣ ନେତା । ଦଳର ବରିଷ୍ଠ ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି ।

କମିଟିରେ ପ୍ରଭାରି ଚେଲ୍ଲା କୁମାର,ପିସିସି ସଭାପତି ଶରତ ପଟ୍ଟନାୟକକମିଟିରେନରସିଂହ,ନିରଞ୍ଜନ,ଜୟଦେବ,ପ୍ରସାଦ,ଭକ୍ତ,ତାରା,ରାମ ଖୁଣ୍ଟିଆ,ସୁଶିଳା ତିରିଆ,ବିଜୟ ପଟ୍ଟନାୟକ ବି କମିଟିରେ ସାମିଲ ଥିବା ସୂଚନା ମିଳିଛି ।   ଏହା ସହିତ ଚିରଞ୍ଜୀବି,ପଞ୍ଚାନନ,ସାଂସଦ ସପ୍ତଗିରି,ଯୋଗେଶ୍ୱର,ବିଶ୍ୱରଞ୍ଜନ,ସସ୍କିତା,ଶରତ ଅମୟ ବିଧାୟକ ସାଲୁଜା ବି ସାମିଲ ଅଛନ୍ତି ।ଦଳର ବରିଷ୍ଠ ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି । ସେହିଭଳି ଛାତ୍ର କଂଗ୍ରେସର ସଭାପତି, ଯୁବ କଂଗ୍ରେସ ସଭାପତି ଓ ସେବା ଦଳର ସଭାପତିଙ୍କ ସହ ୫ ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking