28.4 C
Bhubaneswar
Tuesday, June 23, 2026
Homeଦେଶ ବିଦେଶଆଇଟିଓ ନିକଟସ୍ଥ ଜଙ୍ଗଲରେ ଅଗ୍ନିକାଣ୍ଡ

ଆଇଟିଓ ନିକଟସ୍ଥ ଜଙ୍ଗଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ଶକରପୁର ପୋଲିସ ଷ୍ଟେସନ ଅଞ୍ଚଳ ସୀମା ଅନ୍ତର୍ଗତ ଜାତୀୟ ରାଜଧାନୀର ଆଇଟିଓ ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ଅଧିକାରୀଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ଘଟଣାରେ କୌଣସି ଜୀବନହାନିର ରିପୋର୍ଟ ହୋଇନାହିଁ। ଗୀତା କଲୋନି ଅଗ୍ନିଶମ କେନ୍ଦ୍ରର ସବ-ଅଫିସର ଭୀମସେନ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଲକ୍ଷ୍ମୀ ନଗରରୁ ଆଇଟିଓ ଯାଉଥିବା ରାସ୍ତାରେ ଗଛଗୁଡିକରେ ନିଆଁ ଲାଗିବା ବିଷୟରେ ସେମାନେ ଅପରାହ୍ନ ୧୨:୦୭ରେ ଏକ ଫୋନ୍ ପାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, “ଘଟଣାସ୍ଥଳରେ ତିନୋଟି ଗାଡ଼ି ଅଛି। ନିଆଁ ନିୟନ୍ତ୍ରଣରେ ଅଛି। କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।” ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking