27.2 C
Bhubaneswar
Tuesday, July 21, 2026
Homeଓଡିଶାଏସ୍‌ବିଆଇ ଏଟିଏମ୍‌ରେ ଅଗ୍ନିକାଣ୍ଡ

ଏସ୍‌ବିଆଇ ଏଟିଏମ୍‌ରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ଏଟିଏମ୍‌ରେ ଲାଗିଲା ନିଆଁ । ଝାରସୁଗୁଡ଼ା ବେଲପାହାଡ଼ ଫାଟକ ନିକଟ SBI ଏଟିଏମରେ ଲାଗିଲା ନିଆଁ । ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡ଼ିନଥିବାବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଆଜି ଭୋରରେ ଏଟିଏମ ଭତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଟିଆରଏଲ କ୍ରୋସାକିର ଅଗ୍ନିଶମ ବିଭାଗ ଏବଂ ସୁରକ୍ଷା କର୍ମୀ ପହଂଚି ନିଆଁକୁ ଆୟତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking