28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଜଳିଗଲା କପଡ଼ା ଗୋଦାମ : ୯ମୃତ,୧୨ ଆହତ

ଜଳିଗଲା କପଡ଼ା ଗୋଦାମ : ୯ମୃତ,୧୨ ଆହତ

ନୂଆଦିଲ୍ଲୀ: ରବିବାର ରାତିରେ ଉତ୍ତରପଶ୍ଚିମ ଦିଲ୍ଲୀର କିରାରି ଅଞ୍ଚଳରେ ଥିବା ଗୋଟାଏ ଲୁଗା ଗୋଦାମରେ ନିଆଁ ଲାଗିଯିବା ଯୋଗୁଁ ୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୨: ୩୦ ସମୟରେ ଲୁଗା ଗୋଦାମରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀପହଂଚି ନିଆଁକୁ ଆୟତ କରିଥିଲେ ।
ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସଞ୍ଜୟ ଗାନ୍ଧୀ ମେମୋରିଆଲ୍‌ ହସ୍‌ପିଟାଲ୍‌ ଏବଂ ଆଖପାଖରେ ଥିବା ଅନ୍ୟାନ୍ୟ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି।
ପରିଚୟ ମିଳିଥିବା ମୃତବ୍ୟକ୍ତିମାନେ ହେଉଛନ୍ତି- ରାମ ଚନ୍ଦ୍ର ଝା, ସୁଦ୍ରିୟା ଦେବୀ, ସାନ୍ଦୁ ଝା, ଉଦୟ ଚୌଧୁରୀ, ମୁସ୍‌କାନ୍‌, ଅଞ୍ଜଳି, ଆଦର୍ଶ ଏବଂ ତୁଳସୀ। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ପରିଚୟ ମିଳିପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking