40.1 C
Bhubaneswar
Thursday, April 25, 2024
Homeଓଡିଶାବିଧାୟକଙ୍କ ନାଁରେ ଏତଲା ଦେଲେ ପ୍ରେମିକା

ବିଧାୟକଙ୍କ ନାଁରେ ଏତଲା ଦେଲେ ପ୍ରେମିକା

ତିର୍ତ୍ତୋଲ : ତିର୍ତ୍ତୋଲ ର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁ ରେ ଏତଲା । ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା । ପ୍ରତିଶ୍ରୁତି ଦେଇ ବିବାହ ପାଇଁ ନ ଆସିବାରୁ ଏତଲା ଦାୟର କଲେ । ବିଧାୟକଙ୍କ ନାଁ ରେ ଠକେଇ, ପ୍ରତାରଣା ଅଭିଯୋଗ ଆଣିଲେ । ବିଧାୟକଙ୍କ ସମ୍ପର୍କୀୟ ଧମକଚମକ ଦେଉଥିବା ମଧ୍ୟ ଅଭିଯୋଗ କଲେ । କାଲି ବିବାହ ପଞ୍ଜୀକରଣ ପାଇଁ ଆସି ଫେରିଥିଲେ ସୋମାଲିକା । ବିଜୟଶଙ୍କର ପ୍ରତିଶ୍ରୁତି ଦେଇ ମଧ୍ୟ ଆସି ନ ଥିବା ଅଭିଯୋଗ କରିଥିଲେ । ତେବେ ସେ କାଲି ଆସିବାକୁ କିଛି କହି ନ ଥିବା କହିଥିଲେ ବିଧାୟକ ବିଜୟ ।

ବାହା ହେବାକୁ ଆସିଲେନି ବିଧାୟକ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking