ବାହା ହେବାକୁ ଆସିଲେନି ବିଧାୟକ !

ତିର୍ତ୍ତୋଲ : ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପ୍ରେମିକା । ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ପ୍ରେମିକାଙ୍କ ବଡ ଅଭିଯୋଗ । ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସି ନଥିବା ଅଭିଯୋଗ । ଗତ ମାସ ୧୭ ରେ ବିଜୟ ଓ ତାଙ୍କ ପ୍ରେମିକା ବିବାହ ଆବେଦନ କରିଥିଲେ ।ସବ୍ ରେଜିଷ୍ଟ୍ରି ଅଫିସରେ ଉଭୟ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ । ଆବେଦନର ମାସକ ପରେ ଆଜି ପଞ୍ଜୀକରଣ ପାଇଁ … Continue reading ବାହା ହେବାକୁ ଆସିଲେନି ବିଧାୟକ !