ଭୁବନେଶ୍ୱର : ଖଣ୍ଡଗିରି ଛକରେ ଯୁବତୀଙ୍କ ଉପରେ ଚଢିଗଲା ବସ୍ । ରାସ୍ତା ପାରି ହେଲା ବେଳେ ବାଇକ୍ ଧକ୍କା ଦେଇଥିଲା । ବାଇକ୍ ଧକ୍କାରେ ପଡିଯିବା ପରେ ଚଢିଗଲା ବସ୍, ଘଟଣା ସ୍ଥଳରେ ମୃତ୍ୟୁ ।