24.1 C
Bhubaneswar
Friday, February 23, 2024
Homeଓଡିଶାପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ ଜବତ

ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ ଜବତ

ପାରାଦୀପ: ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ ଜବତ  । ଜାହାଜ ଏମ୍ ଭି ଦେବୀକୁ ରିଲିଜ ପାଇଁ କୁଜଙ୍କ ଏନ୍ ଡି ପି ଏସ୍ କୋର୍ଟଙ୍କ ସର୍ତ୍ତ  । ଶହେ କୋଟିର ବଣ୍ଡ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ  । ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି  ବି ଦାଖଲ କରିବାକୁ ସର୍ତ୍ତ  । ନଭେମବର ୩୦ରେ କୋକେନ ଜବତ ପରେ ଜାହାଜକୁ ଅଟକ ରଖାଯାଖଛି ।

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking