31.1 C
Bhubaneswar
Tuesday, April 30, 2024
Homeଓଡିଶାଦୁର୍ଘଟଣାରେ ବାପା, ଝିଅ ମୃତ

ଦୁର୍ଘଟଣାରେ ବାପା, ଝିଅ ମୃତ

ଭଦ୍ରକ : ଡିଭାଇଡରରେ କାର୍ ପିଟିହୋଇ ବାପା ଓ ଝିଅର ମୃତ ଘଟିଛି । ଏପ୍‌ଏଚ୍ ୧୬ ଯଶଟିକିରି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସ୍ତ୍ରୀ, ମାଆ ଓ ଡ୍ରାଇଭର ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି  କରାଯାଇଛି । ୪ ବର୍ଷର ଝିଅକୁ ନେଇ ପରିବାର ସହ ଖଡଗପୁର ପେରୁଥିବା ସମୟରେ ଘଟିଛି ଦୁର୍ଘଟଣା ।

ଦେଶ ପାଇଁ ୟୁସିସି ଆବଶ୍ୟକ – ମୋଦିି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking