ଦେଶ ପାଇଁ ୟୁସିସି ଆବଶ୍ୟକ – ମୋଦିି

ନୂଆଦିଲ୍ଲୀ: ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଆଜି ଓଡିଶାରେ ପଣାସଂକ୍ରାନ୍ତି ଅବସରରେ ସାରା ରାଜ୍ୟରେ ନବବର୍ଷର ମାହୋଲ । ଏଭଳି ଶୁଭ ଦିନରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି । ଯୁବ ଭାରତର ଯୁବ ଆକାଂକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ ହେଉଛି । ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ । ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ । ୭୦ ବର୍ଷରୁ ଊର୍ଦ୍ଧ୍ୱ … Continue reading ଦେଶ ପାଇଁ ୟୁସିସି ଆବଶ୍ୟକ – ମୋଦିି