29.1 C
Bhubaneswar
Wednesday, April 23, 2025
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ

ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ

କଣ୍ଟାବାଞ୍ଜି: ଏକ ଦୁଃଖଦ ଘଟଣାରେ, ଏକ ଟ୍ରାଭେଲର୍ ଭ୍ୟାନ୍ ପଛରୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଜିରେ । ଘନାମାହୁଲ ଗାଁର ଆରଏମସି ଛକରେ ଏକ ଟ୍ରାଭେଲର୍ ଭ୍ୟାନ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ତାଙ୍କର ନାମ ଧନୀରାମ ଜାଲା । ସେ ଜଣେ କ୍ଷୀର ବିକ୍ରେତା । ସେ ତାଙ୍କ ଟିଭିଏସ୍ ଏକ୍ସଏଲ୍ ୧୦୦ ବାଇକରେ କ୍ଷୀର ବିକ୍ରୟ କରି ଘରକୁ ଫେରୁଥିଲେ । ଅପରାଧ କରିବା ପରେ ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking