29.1 C
Bhubaneswar
Monday, August 17, 2026
Homeଓଡିଶାସାର ପାଇଁ ରାତି ଅନିଦ୍ରା ଚାଷୀ

ସାର ପାଇଁ ରାତି ଅନିଦ୍ରା ଚାଷୀ

ଭୁବନେଶ୍ୱର : ସାର ପାଇଁ ରାତି ଅନିଦ୍ରା ଚାଷୀ । ପଥର , ଆଧାର ପକାଇ ଲାଇନରେ ଲାଗିଛନ୍ତି ଚାଷୀ । ଚଳିତ ବର୍ଷ ଚାଷ ଆରମ୍ଭ ରୁ ସାରର ଘୋର ଅଭାବ ଦେଖିବାକୁ ମିଳିଛି । ଚାଷୀ ତଳି ରୁଆ ସାରି ଏବେ ୟୁରିଆ ଓ ଡିଏପି ସାର ଭରସାରେ ରହିଛି । ଖୋଲାବଜାର ରେ ସାର ମିଳୁନଥିବାରୁ ସମବାୟ ସଂସ୍ଥା ମାନଙ୍କ ଭରଷାରେ ଚାଷୀ ରହିଛନ୍ତି । ଆଜି ସୁନ୍ଦରଗଡ଼ ଆରସିଏମଏସରେ  ପଞ୍ଜିକୃତ ଚାଷୀ ଙ୍କୁ ସାର ଦେବାର ବ୍ୟବସ୍ଥା କରାଯାଇଥିଲା ।ଖବର ପ୍ରସାରଣ ପରେ ରାତି ୨ ଟା ରୁ ତ ଆଉ କିଏ ରାତି ୩ ଟା ରୁ ପଥର , କାଗଜ , ଜରି ବ୍ୟାଗକୁ ଲାଇନ ରେ ରଖି ସାର ପାଇଁ ଅପେକ୍ଷା କରିଛନ୍ତି । ୧୦ ଟା ରେ ଖୋଲିବ କେନ୍ଦ୍ର ହେଲେ ରାତି ଅନିଦ୍ରା ରହି ସାର ପାଇଁ ଚାଷୀ କସରତ କରୁଛି । ସାର ଅଭାବ ଯୋଗୁ ଚାଷୀ ବାହାର ବଜାର ରୁ ଚଢା ଦର ରେ ୟୁରିଆ ସାର ୭୦୦ ଟଙ୍କା ଓ ଡିଏପି ସାର ୨୫୦୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking