ଭୁବନେଶ୍ୱର: ଡ୍ରେନେଜ ବ୍ୟବସ୍ଥା ସହର ମଧ୍ୟରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏବେ ପୁଣି ଭୟରେ ଭଦ୍ରକ ସହରବାସୀ ଓ ତଳିଆ ଅଂଚଳ ଲୋକ ।ସାଳନ୍ଦୀ ବନ୍ୟା ପାଣି ପ୍ରଭାବରେ ବିଶେଷ କରି ଭଦ୍ରକ ବ୍ଲକ ନିକଟ ଅର୍ଣ୍ଣପାଳ ପଂଚାୟତ ର ଦୁର୍ଦଶା ପୁଣି ବଢି ଯାଇଛି । ବନ୍ୟା ପାଣି ଏବେ ଏହି ପଂଚାୟତ ର ରାଜମୁକୁନ୍ଦପୁର ବ୍ରିଜ ଉପରେ ଚାଲିଛି ବନ୍ୟା ପାଣି । ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଭଦ୍ରକ ଜ଼ିଲ୍ଲାପାଳ ସମସ୍ତ ସରକାରୀ ବେସରକାରୀ ସ୍କୁଲ ଅଙ୍ଗନବାଡିକୁ ବନ୍ଦ ଘୋଷଣା କରିଛନ୍ତି ।










