28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଗାଜାରେ ଦେଖାଦେଲାଣି ଦୁର୍ଭିକ୍ଷ ପରିସ୍ଥିତି

ଗାଜାରେ ଦେଖାଦେଲାଣି ଦୁର୍ଭିକ୍ଷ ପରିସ୍ଥିତି

ନୂଆଦିଲ୍ଲୀ: ଇସ୍ରାଏଲ୍-ଗାଜା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଫଳରେ ଉତ୍ତର ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଇଛି । ଗାଜାବାସୀ ଅନାହାରଠାରୁ ଅଳ୍ପ ଦୂରରେ, ଏଠାରେ ଖାଦ୍ୟର ଅଭାବ ଦେଖାଦେଇଛି । ଜାନୁଆରୀ ୨୩ ଠାରୁ କୌଣସି ସହାୟତା ଉତ୍ତର ଗାଜାର ଲୋକଙ୍କ ନିକଟରେ ପହଞ୍ଚିପାରି ନାହିଁ । ଏନେଇ ମଙ୍ଗଳବାର ୱାର୍ଲ୍ଡ ଫୁଡ୍ ପୋଗ୍ରାମ ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଜା ଅଞ୍ଚଳରେ ଏକ ଗୁରୁତର ମାନବୀୟ ଜୁରୁରୀକାଳିନ ପରିସ୍ଥିତି ଉପୁଜିଥିବାରୁ ଜାତିସଂଘର ମୁଖ୍ୟ ସହାୟତା ଏଜେନ୍ସି ଏହାର ମୁକାବିଲା ପାଇଁ ନିରନ୍ତର ସଂଘର୍ଷ କରୁଛି । ନୂଆଦିଲ୍ଲୀ: ଇସ୍ରାଏଲ୍-ଗାଜା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଫଳରେ ଉତ୍ତର ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଇଛି । ଗାଜାବାସୀ ଅନାହାରଠାରୁ ଅଳ୍ପ ଦୂରରେ, ଏଠାରେ ଖାଦ୍ୟର ଅଭାବ ଦେଖାଦେଇଛି । ଜାନୁଆରୀ ୨୩ ଠାରୁ କୌଣସି ସହାୟତା ଉତ୍ତର ଗାଜାର ଲୋକଙ୍କ ନିକଟରେ ପହଞ୍ଚିପାରି ନାହିଁ । ଏନେଇ ମଙ୍ଗଳବାର ୱାର୍ଲ୍ଡ ଫୁଡ୍ ପୋଗ୍ରାମ ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଜା ଅଞ୍ଚଳରେ ଏକ ଗୁରୁତର ମାନବୀୟ ଜୁରୁରୀକାଳିନ ପରିସ୍ଥିତି ଉପୁଜିଥିବାରୁ ଜାତିସଂଘର ମୁଖ୍ୟ ସହାୟତା ଏଜେନ୍ସି ଏହାର ମୁକାବିଲା ପାଇଁ ନିରନ୍ତର ସଂଘର୍ଷ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking