25.1 C
Bhubaneswar
Saturday, June 7, 2025
Homeଓଡିଶାମାଟ୍ରିକ୍ ଫର୍ମ ଫିଲ୍‌ଅପ୍ ଅବଧି ବୃଦ୍ଧି

ମାଟ୍ରିକ୍ ଫର୍ମ ଫିଲ୍‌ଅପ୍ ଅବଧି ବୃଦ୍ଧି

ଭୁବନେଶ୍ୱର: ମାଟ୍ରିକ୍ ଫର୍ମ ଫିଲ୍‌ଅପ୍ ଅବଧି ବୃଦ୍ଧି । ମାଟ୍ରିକ୍ ପରୀକ୍ଷା ଅନ୍‌ଲାଇନ୍ ଫର୍ମ ଫିଲଅପ୍ ଅବଧି ବଢ଼ିଲା । ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ଅବଧି ବଢ଼ାଇଲା ବୋର୍ଡ । ଏହା ପରେ ଆଉ ଅବଧି ବଢ଼ିବନି ବୋଲି ସ୍ପଷ୍ଟ କଲା ବୋର୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking