ଯୈାନ କଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ବ୍ୟାସନଗର ମହାବିଦ୍ୟାଳୟରେ ତଦନ୍ତକାରୀ ଦଳ

ଯାଜପୁର: ବ୍ୟାସନଗର ମହାବିଦ୍ୟାଳୟର ଜନୈକା ଛାତ୍ରୀ ଯାଜ୍ଞସେନୀ ମହାପାତ୍ର(ଛଦ୍ମନାମ)ଙ୍କ କଲେଜ ପରିଚାଳନା କମିଟି ସଭାପତି,ଛାତ୍ରୀନିବାସ ଅଧୀକ୍ଷିକାଙ୍କ ନାମରେ କରିଥିବା ଅଭିଯୋଗର ତଦନ୍ତ ନିମନ୍ତେ ଶୁକ୍ରବାର ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୂ ୩ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରିଣୀ ମହାବିଦ୍ୟାଳୟର ବ୍ରାହ୍ମଣୀ ଛାତ୍ରୀନିବାସ ଏବଂ ଅତଥିଶାଳାରେ ପହଁଚି ତଦନ୍ତ କରି ଫେରିଯାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୧ ତାରିଖରେ ଜନୈକା ଛାତ୍ରୀ କଲେଜରେ ବିଭିନ୍ନ ଅନୈତିକ କାର୍ଯ୍ୟ ହେଉଥିବା ଏପରିକି ପରିଚାଳନା କମିଟି … Continue reading ଯୈାନ କଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ବ୍ୟାସନଗର ମହାବିଦ୍ୟାଳୟରେ ତଦନ୍ତକାରୀ ଦଳ