26.1 C
Bhubaneswar
Saturday, July 5, 2025
Homeଓଡିଶାନିଖୋଜର ୪୮ ଘଣ୍ଟା ପରେ ବି ମିଳୁନି କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ତା

ନିଖୋଜର ୪୮ ଘଣ୍ଟା ପରେ ବି ମିଳୁନି କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ତା

ବାଙ୍କୀ : କୁଆଡେ ଗେଲ କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ମ୍ୟାନେଜର ତପନ କୁମାର ସାହୁ । ରହସ୍ୟଜନକ ନିଖୋଜ ଘଟଣା ଉପରୁ ଏଯାଏଁ ହଟି ପାରୁନାହିଁ ପର୍ଦ୍ଦା। ତପନ କୁମାର ସାହୁଙ୍କ ନିଖୋଜ ଘଟଣାକୁ ୪୮ ଘଣ୍ଟା ବିତିଲାଣି, ହେଲେ ଏଯାଏଁ କିଛି ଖୋଜଖବର ମିଳୁନଥିବା ବେଳେ  ତପନ କୁଆଡେ ଚାଲିଯାଇଛନ୍ତି କି ତାଙ୍କୁ କେହି ଅଫହରଣ କରିଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି।  ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତନାଘନା ଚଳାଇଛି । ସିସିଟିଭି ଫୁଟେଜରେ ସ୍ୱାଭାବିକ ଭାବେ ଗାଡି ଚଳାଉଥିଲେ । ହେଲେ ଜଙ୍ଗଲ ରାସ୍ତାରେ ସେ ଗାଏବ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking