ଭୁବନେଶ୍ୱର: ଭରତପୁର ଶ୍ୟାମପୁର ମୌଜାରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ । ପ୍ରାୟ ୬୮ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ । ୩ ଦିନ ଧରି ଚାଲିବ ଏହି ଉଚ୍ଛେଦ ପ୍ରକ୍ରିୟା ୧୦ରୁ ଅଧିକ ଜେସିବି ନିୟୋଜିତ କରାଯାଇଛି । ବିଡିଏର ୧୫୦ ଜଣିଆ ଉଚ୍ଛେଦକାରୀ ଦଳ ଏଥିରେ ସାମିଲ ହୋଇଛନ୍ତି । ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।










