28.1 C
Bhubaneswar
Monday, May 27, 2024
Homeଓଡିଶାରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ କର୍ମଚାରୀ ନିଲମ୍ବିତ

ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା କର୍ମଚାରୀ ନିଲମ୍ବିତ । କୋଭିଡ୍ ବେଳେ ନିଜ ଦରମା ଟଙ୍କା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରି ପୁରସ୍କୃତ ହୋଇଥିଲେ ଭାରତୀ ସିଂହ । ଏବେ କିନ୍ତୁ ସେ ଚାକିରି ହରାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଆଦିବାସୀ ମହିଳା ଭାରତୀ ସିଂ ୧୧ ତାରିଖରେ ଭୁବନେଶ୍ୱରରେ ସ୍ୱୟଂ ସହାୟିକା ମହିଳା ରାଲି କରୁଥିଲେ । ଏହି ସମୟରେ ସେ ଗଣମାଧ୍ୟମ ସାମ୍ନାରେ ନିଜର ଦାବି ରଖିଥିଲେ । ସ୍ଥାୟୀ ଚାକିରି ସହ ଦରମା ଦାବି କରିବାକୁ ଆସି ସରକାର ତାଙ୍କ ଗୁହାରୀ ଶୁଣନ୍ତୁ ବୋଲି ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking