27.1 C
Bhubaneswar
Thursday, April 25, 2024
Homeଓଡିଶାବସ୍ତି ବାସିନ୍ଦାଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର

ବସ୍ତି ବାସିନ୍ଦାଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର

ନୟାଗଡ: ନୟାଗଡ ଜିଲ୍ଲାର ବସ୍ତି ବାସିନ୍ଦା ବାସୋପଯୋଗୀ ଜାଗା ପାଇବା ସହିତ ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନାରେ ଘର ଓ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବା ନିମନ୍ତେ ବସ୍ତିକୁ ବାସୋପଯୋଗୀ ବସତିରେ ପରିଣତ କରିବା ପାଇଁ ବସ୍ତି ବାସିନ୍ଦାଙ୍କୁ ଯୋଗ୍ୟତା ପ୍ରମାଣ ପତ୍ର ନୟାଗଡ ପୌରାଞ୍ଚଳ ଓ ଗୃହ ନିର୍ମାଣ ଓ ନଗର ଉର୍ନୟନ ଓଡିଶା ସରକାରଙ୍କ ଦ୍ୱାରା ଆମ ସହର ଆମ ଉର୍ନତି ବାର୍ତା ନେଇ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି । ମାନ୍ୟବର ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ଓ କହିଥିଲେ ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣ ପତ୍ର ଦେବାରେ ବିଶ୍ୱର ସର୍ବ ବୃହତ ଯୋଜନା, ଜାଗା ମିଶନରେ ରାଜ୍ୟର ପୌରାଞ୍ଚଳରେ ବାସ କରୁଥିବା 18ଲକ୍ଷ ବସ୍ତି ବାସିନ୍ଦା ଉପକୃତ ହେବେ । ଏ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁ ଯୋଗ ଦେଇଥିଲା ବେଳେ ପୌରାଞ୍ଚଳର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking