31 C
Bhubaneswar
Saturday, June 6, 2026
Homeଓଡିଶାଶୌଚ ହେବାକୁ ଯାଉଥିବା ବୃଦ୍ଧାଙ୍କୁ ଦଳିଦେଲା ହାତୀ

ଶୌଚ ହେବାକୁ ଯାଉଥିବା ବୃଦ୍ଧାଙ୍କୁ ଦଳିଦେଲା ହାତୀ

କୋଇଡ଼ା: ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳ ଅଞ୍ଚଳରେ ଏକ ଛଅ ଟିକିଆ ହାତୀ ଦଳ ଆସିଥିବା ବେଳେ ବନ ବିଭାଗ ତାଙ୍କୁ ଘଉଡାଇଥିଲେ କିନ୍ତୁ ଗୋଟିଏ ଫେରି ପଳାଇଆସିଛି। ସାଲେଇଡିହି ଗ୍ରାମରେ ଯମୁନା ମାହାନ୍ତ (୬୦) ନାମକ ଜଣେ ବୃଦ୍ଧାଆଜି ସକାକୁ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ହାତୀ ସାମ୍ନାକୁ ପଳାଇ ଆସିଥିଲା। ବୃଦ୍ଧାଙ୍କୁ ହାତୀ ଗଡା଼ଇ ଗଡା଼ଇ ଦଳିଦେଇଥିଲା, ସତେ ଯେମିତି ପୂର୍ବରୁ ଶତ୍ରୁତା ଥିଲା ସେମିତି ମାରିଲା। ଏଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି। ହାତୀକୁ ପୁଣି କେମିତି ଘଉଡ଼ାଯିବ, ସେଥିପାଇଁ ବନ ବିଭାଗ ଏକ ଟିମ ଗଠନ କରିବେ ବୋଲି ଜଣା ପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking