27.1 C
Bhubaneswar
Wednesday, June 26, 2024
Homeଓଡିଶାମତଦାନ କେନ୍ଦ୍ରକୁ ମୋବାଇଲ ମନା

ମତଦାନ କେନ୍ଦ୍ରକୁ ମୋବାଇଲ ମନା

ଭୁବନେଶ୍ବର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏନେଇ ଭୋଟରଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସକାଳୁ ସକାଳୁ ସବୁ ବୁଥ୍‌ରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ। କିଛି ବୁଥ୍‌ରେ ଭୋଟର ମୋବାଇଲ ନେଇ ଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନ କରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଅପିଲ କରିଛନ୍ତି ।

ମତଦାନ କଲେ ଦେଶର ପ୍ରଥମ ନାଗରିକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking