35.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ

ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବାଚସ୍ପତି ଭାବେ ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଆମ ସମସ୍ତଙ୍କୁ ବିଶ୍ବାସ ଯେ, ଆଗାମୀ ୫ ବର୍ଷ ଆପଣ ସମସ୍ତଙ୍କୁ ମାର୍ଗଦର୍ଶନ ଦେବେ। ଆମର ଶାସ୍ତ୍ରରେ କୁହାଯାଇଛି ଯେ, ବିନମ୍ର ଓ ବ୍ୟବହାର ଭଲ ଥିବା ବ୍ୟକ୍ତି ସଫଳ ସଦୃଶ୍ୟ। ଆପଣଙ୍କୁ ହସ ମିଳିଛି। ଆପଣଙ୍କର ଏହି ମିଠାମିଠା ହସ ସମସ୍ତଙ୍କୁ ଖୁସି କରିଦେଇଥାଏ। ଦ୍ବିତୀୟ ଥର ବାଚସ୍ପତି ଦାୟିତ୍ବ ମିଳିବ, ନୂଆନୂଆ ରେକର୍ଡ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବଲରାମ ଜାଖଡଙ୍କୁ ୫ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିବା ପରେ ବାଚସ୍ପତି ଦାୟିତ୍ବ ପୁଣି ଥରେ ମିଳିଥିଲା। ଶ୍ରୀ ଜାଖଡଙ୍କ ପରି ଆପଣଙ୍କୁ ଏହି ଦାୟିତ୍ବ ମିଳିଛି। ଆପଣ ଜିତିକରି ଆସିଛନ୍ତି। ନୂଆ ଇତିହାସ ଆପଣଙ୍କର ଗଡ଼ରେ ଅଛି। ଆପଣଙ୍କର ମାଧ୍ୟମରେ ଅନ୍ୟମାନଙ୍କୁ ବହୁତ କିଣି ଜାଣିବାର ସୁଯୋଗ ମିଳିଥାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking