25.1 C
Bhubaneswar
Friday, February 23, 2024
Homeଦେଶ ବିଦେଶରାହୁଲ ଗାନ୍ଧିଙ୍କୁ ଇସି ନୋଟିସ

ରାହୁଲ ଗାନ୍ଧିଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ । ୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିଦେ୍ର୍ଦଶ । ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ, ଉତ୍ତର ଦେବାକୁ ନିଦେ୍ର୍ଦଶ ।

ନୌବାହିନୀ ପକ୍ଷରୁ ବ୍ରହ୍ମସ୍‌ର ସଫଳ ପରୀକ୍ଷଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking