28.1 C
Bhubaneswar
Monday, July 7, 2025
Homeବ୍ରେକୀଙ୍ଗପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ

ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ

ଯାଜପୁର: ଯାଜପୁର ବ୍ଲକ ଭୁଇଁପୁର ପଂଚାୟତ କଲ୍ୟାଣପୁର ଗାଁରେ ଏକ ନୂତନ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହାକୁ ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ ଶୁଭ ଦେଇଥିଲେ । ସ୍ଥାନୀୟ ଅଂଚଳର ପାନୀୟ ଜଳ ସମସ୍ୟା ଦୂର ପାଇଁ ଏହି ପ୍ରକଳ୍ପ କରାଯାଇଛି । ଏହି ପ୍ରକଳ୍ପ ପାଇଁ ଡି ଏମ ଏପଂ ପଂଣ୍ଡରୁ ଖର୍ଚ୍ଚ ହେବ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking